Violence against women on a rise | ନିରବ କେତେଦିନ Atrocities against women and young girls are on a rise across India. Official statistics paint a grim and alarming picture in this context. According to National Crime Records Bureau (NCRB), a woman gets raped every 15 minutes in the country. In Odisha, 1149 women were raped by June 2019, the report says.

ଭାରତରେ ମହିଳା, ନାବାଳିକା ଓ ଶିଶୁକନ୍ୟାଙ୍କ ପ୍ରତି ନିର୍ଯାତନା ବୃଦ୍ଧି ପାଇବା ଏବେ ଏକ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି । ଜାନୁଆରୀ ୨୦୨୦ରେ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ ଅନୁଯାୟୀ ଦେଶରେ ପ୍ରତି ୧୫ମିନିଟ୍‌ରେ ଜଣେ ମହିଳା ବଳାତ୍କାର ଶିକାର ହେଉଛନ୍ତି । ଓଡ଼ିଶାରେ ଦୈନିକ ପ୍ରାୟ ୭ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି ବୋଲି ବିଧାନସଭାରେ ନଭେମ୍ବର ୨୦୧୯ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ତଥ୍ୟରୁ ଜଣାପଡିଛି । ୨୦୧୯ ଜୁନ୍ ସୁଦ୍ଧା ୧,୧୪୯ ମହିଳା ବଳାତ୍କାର ଶିକାର ହୋଇଛନ୍ତି ।

LIKE || SHARE || SUBSCRIBE

Also Watch:

👉 Special Episodes :

👉 'Fun with Public' all episodes:

👉 Babu Mahal - Cartoon animation web series:

👉 Health Tips:

👉 Smart City Specials | ସ୍ମାର୍ଟ୍‌ ସିଟି ସ୍ପେଶାଲ୍ସ୍‍ :


👉 Man Mijaj | ମନ ମିଜାଜ :


For more updates please visit us:

👉 Website:
👉 Facebook:
👉 Twitter:
👉 Youtube:

#WomensDay #InternationalWomensDay #DharitriLive #WomensSafety #WomenEmpowerment #Dharitri #ProtectGirls #SaveGirl #Webisode #MustSee #Bhubaneswar #Odisha

Odisha Videos,Orissa Videos,Dharitri,Dharitri Videos,Odisha News,DharitriLive,Odisha,Bhubaneswar,Excitement,Odia Video,Webisode,Dharitri News Paper,Odia Youtube channel,Dharitri Official Youtube,Women's Day,Women's Day Special,PROTECT GIRLS,Save Girl Child,Happy Women's Day,